ନକଲି ଔଷଧ କାରବାର ମାମଲା : କ୍ୟାଲ ଏଜେନ୍ସି ଉପରେ ଜିଏସ୍‌ଟି ଚଢ଼ଉ

କଟକ: କଟକରେ ନକଲି ଔଷଧ କାରବାର ମାମଲା। ପୂର୍ବ ଅଭିଯୋଗରେ ଛନ୍ଦି ହୋଇଥିବା କଟକ ନିମଚଉଡ଼ି ସ୍ଥିତ କ୍ୟାଲ ଏଜେନ୍ସି ଉପରେ ଆଜି ବଡ ଧରଣର ଜିଏସ୍‌ଟି ରେଡ ହୋଇଛି। ୧୫ ଜଣିଆ ଜିଏସ୍‌ଟି ଟିମ ଆଜି ଦିନ ତମାମ ଏହି ସଂସ୍ଥା ଉପରେ ଚଢ଼ଉ ଜାରି ରଖିଛି ତା’ ସହିତ କ୍ୟାଲ ଆସୋସିଏଟ ନାମକ ଆଉ ଏକ ସଂସ୍ଥା ଉପରେ ମଧ୍ୟ ଚଢ଼ଉ ଜାରି ରହିଛି। ସଂସ୍ଥାର ଆର୍ଥିକ … Continue reading ନକଲି ଔଷଧ କାରବାର ମାମଲା : କ୍ୟାଲ ଏଜେନ୍ସି ଉପରେ ଜିଏସ୍‌ଟି ଚଢ଼ଉ